ଆଇଟିଆଇ, ଚନ୍ଦାହାଣ୍ଡି
- ପ୍ରତିଷ୍ଠାନ ପ୍ରକାର
ସରକାରୀ
- ଜିଲ୍ଲା ନବରଙ୍ଗପୁର
ଶିଳ୍ପ ସଂସ୍ଥାର ଚାହିଦା ଆଧାରରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରସ୍ତୁତ କରାଯାଉଛି। ୨୦୧୪ ମସିହାରେ ପ୍ରତିଷ୍ଠା ହୋଇଥିବା ଆଇଟିଆଇ ଚାନ୍ଦହାଣ୍ଡି ସାରା ବିଶ୍ଵରେ ପ୍ରତିଷ୍ଠିତ ହେବାପରି ଦକ୍ଷ ଯନ୍ତ୍ରୀ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ଏଠାରେ ଏନସିଭିଟି, ନୂଆଦିଲ୍ଲୀ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଇଲେକ୍ଟ୍ରିସିଆନ ଓ ଫିଟର (୨+୨ ୟୁନିଟି)ରେ ପାଠପଢା ଯାଉଛି।